Posts

Showing posts from 2024

ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି, ରଖୁନି ଆବେଦନ

Image
  ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି, ରଖୁନି ଆବେଦନ   ପୁରୀ :-04-07-2024- ଗୋଟେ ପ୍ଲଟ ନମ୍ବର ରେ ଆପାମେଣ୍ଟ ତିଆରି ହୋଇଛି ବୋଲି ଖବର କାଗଜ ଦେଖି ପୁରୀ ମୁନିସିପାଲିଟି ପାଦ ତଳୁ ମାଟି ଚାଲିଗଲା। ମୁନିସିପାଲିଟି ଅଧିକାରୀ ଙ୍କ ନିଦ ହଜାଈ ଦେଲା ପ୍ଲଟ ନମ୍ବର ୨୫୮। ଜାଗା ଉପରକୁ ଆସି ନିର୍ଦେଶ ଦେଲେ କି କାମ ବନ୍ଦ କରିବା ପାଇଁ ଏବଂ ବିଭିନ୍ନ ପ୍ରକାର ନିୟମ ବଳି ଦେଖାଇ ସବୁ ପ୍ରକାର ନିୟମ ଲାଗୁ ହୋଇଗଲା ପ୍ଲଟ ମାଲିକଙ୍କ ଉପରେ। ପୁରୀ ମୁନିସିପାଲିଟି ଅଧିକାରୀ ମାନସିକ ଚାପ ଦେଉଛନ୍ତି ଜାଗା ମାଲିକଙ୍କୁ। ଦୁଇ ଦୁଇ ଲେର୍ଟର ମୁନିସିପାଲିଟି ପ୍ରକ୍ଷରୁ ଆସିଥିଲା ତଥା ତାହା ଯେଉଁ ସମୟ ସୀମା ଦେଇଥିଲେ ତାଙ୍କ ପାଖରେ ଘର ମାଲିକ ହଜାର ହୋଇ କାଗଜ ପତ୍ର ସବୁ ଦେଖାଇ ଥିଲେ। କିନ୍ତୁ ପୁର୍ଣବାର ଦ୍ୱତୀୟ ଲେର୍ଟର ସେହିପରି ଡାକରା ଆସିଲା ଆଉ ଥରେ ହଜାର ହୋଇ ସବୁ ସଠିକ କାଗଜ ପତ୍ର ଦେଖାଇଲେ ମାଲିକ କିନ୍ତୁ ମୁନିସିପାଲିଟି ଅଧିକାରୀ ମାନେ ପ୍ରତେକ ଦିନ ଗୋଟେ ଗୋଟେ ପ୍ରକାର ସରକାରୀ ନିୟମ ହୋଇଛି ବୋଲି କହୁଛନ୍ତି। କଣ ଜଣେ ନିରୀହ ମାଲିକ ନିଜର ଘର ସମ୍ପୂର୍ଣ କରିପାରିବ ନାହିଁ। ଯଦିଓ ଘର କିଛି ତ୍ରୁଟି ହୋଇଛି ତାହା ଘର ଉପରେ ଜୋରିମାନା କରାଯାଉ। ବିନା କାରଣ ରେ ମିଥ୍ୟା ଖବର ବାହାର କରିଥିବା ଖବର ଦେଖି ଖବର କେତେ ସତ୍ୟତା ଅଛି ନିରୀହ ମାଲିକାନା ଉପରେ ମାନସିକ ଚାପ ପକାଇବା କଣ ଠିକ କି? ପ୍ରତେକ ଗଣମାଧ୍ୟ୍