ମଧ୍ୟସ୍ଥି ଧମକ ଦେଲା... ଅଭିଯୋଗ ଦେଲେ ଫେରସ୍ତ ଟଙ୍କା ଦିଆହେବନି କହୁଥିବା ଅଡିଓ ଭାଇରାଲ....

ମଧ୍ୟସ୍ଥି -ପ୍ରଶାନ୍ତ କୁମାର ବେହେରା 
    
ଅଭିଯୋଗକାରୀ -ସୁଶାନ୍ତ କୁମାର ନାୟକ 

ମଧ୍ୟସ୍ଥି ଧମକ ଦେଲା... ଅଭିଯୋଗ ଦେଲେ ଫେରସ୍ତ ଟଙ୍କା ଦିଆହେବନି କହୁଥିବା ଅଡିଓ ଭାଇରାଲ....

ଭୁବନେଶ୍ୱର :- ଶୁଣିବାକୁ ମିଳିଲା ଯେ, 2018 ମସିହାର ବେହେରା ସେକରୁୱିଟି ସ୍ୱେର୍ଭିସେସ ପ୍ରାଇଭେଟ ଲିମିଟେଡ଼ ଏହି କମ୍ପାନୀ ନୟାପଲ୍ଲୀ ଅଂଚଳରେ ପ୍ଲଟ ନମ୍ବର 1191ରେ ଅଫିସ ଖୋଲା ଯାଇଛି  l ଏହି କମ୍ପାନୀ ଅଫିସଟି ପୁରୀର ଦୁଇଜଣ MD ଯଥା ଶ୍ରୀଯୁକ୍ତ ପ୍ରବିତ୍ର ବେହେରା ଏବଂ ଶ୍ରୀଯୁକ୍ତ ଦନାର୍ଦନ ବେହେରା ଅଛନ୍ତି ଓ ଠିକି ଏହି ସମୟରେ ପ୍ରଶାନ୍ତ ବେହେରା (ମଧ୍ୟସ୍ଥି) ନାମରେ ତୁତୀୟ MD ଶୁଣିବାକୁ ମିଳୁଛି ପ୍ରତେକ ପିଲାଙ୍କୁ ଚାକେରି ଆଶା ଦେଇ ନିରାଶ କରିଥିଲେ .. ଭୁବନେଶ୍ୱର ନାମୀଦାମୀ ଏରିଆରେ ବେହେରା ସେକରୁୱିଟି ସ୍ୱେର୍ଭିସେସ ପ୍ରାଇଭେଟ ଲିମିଟେଡ଼  କ୍ରମ୍ପାନୀ  ଅଫିସ MD ପ୍ରଶାନ୍ତ ବାବୁଙ୍କ ଅତି ନିକଟତମ ବନ୍ଧୁ ଯିଏ କି ସ୍ୱାଇଁ ବାବୁ କୌଣସି ପ୍ରାଭେଟ କ୍ରମ୍ପାନୀ ସିର୍କୁରିଟି ଗାର୍ଡ ଦରକାର ହେଲେ କ୍ରମ୍ପାନୀ ଏଜେନ୍ସସି ଯୋଗାଇଦେଇଥାଏ କିନ୍ତୁ କ୍ରମ୍ପାନୀ ଏଜେନ୍ସସି MD ପ୍ରଶାନ୍ତ ବାବୁଙ୍କ ଅଫିସକୁ ସ୍ୱାଇଁ ବାବୁ ପ୍ରତିଦିନ ଯିବାଆସିବା ହୋଇଥାନ୍ତି କାରଣ ଦିନ ତାରା ଦେଖାଇବାକୁ ପଡିବାକୁ ହେଲେ ଭଲ ଅଫିସ ଦେଖାଇବାକୁ ହୋଇଥାଏ କାରଣ ଯୋଉଁ ବେକାର ଯୁବକ ଠାରୁ  ଚାକେରି ଦେବା ଲୋଭ ଦେଖାଇ ଟଙ୍କା ନେଇପାରିବେ ପରେ ଅଉ ଅଭିଯୁକ୍ତ ଦେଖାଦେବେନି କି ଫୋନ ଆଉ ଉଠେଇ ବେନି ଠିକି ଏହି ସମୟରେ ଯାହାର ପ୍ରକୃତ ବନ୍ଧୁ କହିଥିବା ନିଜର ଅଫିସ   କରି MD ପ୍ରଶାନ୍ତ ବାବୁ ହୁଅନ୍ତୁ ଯୋଉଁ ବ୍ୟତୀତ ଟଙ୍କା ଦେଇ ଫେରସ୍ତ ପାଇବେ ସେହି ଯୁବକଙ୍କୁ ମାଧ୍ୟ୍ୟସ୍ଥି ହୋଇ ପ୍ରତିଶୃତି ଏବଂ ପୋଲିସରେ ଅଭିଯୋଗ ନ କରିବାକୁ ଧମକ ଦେଇଥାନ୍ତି...ଏପରି ଗୋଟେ ଘଟଣା ପ୍ରକୃତରେ ହୋଇଛି , ଯିଏ ସୁଶାନ୍ତ ନାୟକ ନାମକ ଜଣେ ଯୁବକକୁ ଭଲ ଜାଗା ସ୍ୱାଇଁ ବାବୁ ଯିଏ ପ୍ରଶାନ୍ତ ବେହେରାଙ୍କ ବନ୍ଧୁ ଚାକେରି ଦେବାକୁ କରି 25 ହଜାର ନେଇଥିଲେ କିନ୍ତୁ ଚାକେରି ଦେବା ଏକ ଟଙ୍କା ନେବାର ଅଭିନୟ ଥିବା ଏହା ସ୍ବାଇଁ ବାବୁ ଏବଂ ପ୍ରଶାନ୍ତ ବାବୁ ଉଭୟ ମିଳିତ ହୋଇ ଚାକେରି ଚୂନ ମାରିଥିଲେ, ନୟାପଲ୍ଲୀରେ ଅଫିସକୁ ଯେବେ ସୁଶାନ୍ତ ନାୟକ ଯାଇଥାନ୍ତି ଏଠାରେ ନାନା ପ୍ରକାର ପ୍ରଶ୍ନ ପଚାରିଥାନ୍ତା.. ହେଲା କି ""ଏ ଅଫିସକୁ କଣ ପାଇଁ ଆସିଛନ୍ତି ସେ ସ୍ୱାଇଁ ବାବୁ ଏଠାରେ କିଏ କାମ କରୁନାହାନ୍ତି ଏଠାରେ କେବଳ ବେହେରା କମ୍ପାନୀ ଚାଲିଛି " କିନ୍ତୁ ମୋର ପ୍ରଶ୍ନ କି ଯଦିଓ ସେ ସ୍ୱାଇଁ ବାବୁ ଚିନି ନାହାନ୍ତି ତାଙ୍କର ଫୋନ କୋଲ କଣ ପାଇଁ ପ୍ରଶାନ୍ତ ବେହେରା ରିସିଭ କରିଥାନ୍ତି ଏବଂ ଓକିଲାତି କଣ ପାଇଁ କରନ୍ତି, ଏବଂ ଆଜି କାଲି କହି 4ବର୍ଷ ହୋଇଗଲାଣି ଫେରସ୍ତର ନା ଦେଉନାହାନ୍ତି...ବାର ବାର ଫୋନ କରିଥାଏ ଏବଂ whatsapp ମେସେଜ କରିଥାଏ. ପୋଲିସରେ FIR ଦେବି ବୋଲି କହିଲେ ଭି କିଛି ଡର ନାହିଁ, କେବଳ ପ୍ରତିଶୃତି ଏବଂପୋଲିସ ଗଲେ ନାନା ଧମକ ଦେଇଥାନ୍ତି ମଧ୍ୟସ୍ଥି ପ୍ରଶାନ୍ତ ବେହେରା ଏହି ମଧୁଚଦ୍ରିକା ଦେଖି ମନେ ହୁଏ କି ଭଲ ଚାକେରି ନାମ କହି ଟଙ୍କା ନେଇ ମଧ୍ୟ୍ୟସ୍ଥି ପ୍ରଶାନ୍ତ ବେହେରା ଏବଂ ସ୍ୱାଇଁ ବାବୁ ଅଫିସ ଖୋଲି ପ୍ରଚୁର ଲାଭବାନ ହୁଅନ୍ତି ..ଯୋଉଁମାନେ ଟଙ୍କା ଦେଇଛନ୍ତି ତାଙ୍କୁ ପାଖରେ କିଛି ପ୍ରମାଣ ନାହିଁ ପୋଲିସ ପାଖରେ ଅଭିଯୋଗ ଦେବାର ନାହିଁ ନିଜର ଅଫିସ କେହି ଦେଖିବାର ନାହିଁ. ପର ଅଫିସ ଦେଖାଅ ଏବଂ ମଧ୍ୟ୍ୟସ୍ଥିକୁ ଶିଖାଇଦିଅ ପର ଟଙ୍କାରେ ମଉଜ କର ପୋଲିସ କଣ କରିବ..ପରେ ଦେଖାଯିବ..ସେ ଜାଣିପାରୁନି କି ଆଜି କାଲି ଅଡିଓ ରେକର୍ଡ ହୋଇ ସବୁ ପିଲାମାନେ ସମୟ ର ସୁଯୋଗ ନେଇ କଥା ଅଧ୍ୟାୟ କରିଦେଇଛନ୍ତି . ପୋଲିସ ଏହି କମ୍ପାନୀ ବିଷୟରେ କିଛି ତଥ୍ୟ ଅଛି କି ନାହିଁ ମୋର ସନ୍ଦେହ ହେଉଛି.. କାରଣ ପୋଲିସ ପାଖରେ ଅଭିଯୋଗ ନେଇକି ଗଲେ ସେମାନେ କମ୍ପାନୀ ଅସଲି କି ନକଲି କହିଥାନ୍ତି..ଏଠାରେ ପ୍ରକୃତ ଦୋଷୀ କିଏ? ଆପଣମାନେ କୁହନ୍ତୁ.




Comments

Popular posts from this blog

OSCB seeks Government grants to maintain its banking status but the Board members and MD are making pleasure trips.

Ministry of Human Resource Development, Ministry of Information and Broadcasting and Ministry of Textile jointly observes 3rd National Handloom Day