ଓୟୁଏଟିରେ ଅସୁସ୍ଥ ଅଜଗରର ଚିକିତ୍ସା! ମେରୁଦଣ୍ଡରେ ଲାଗିଛି ଆଘାତ, ଅବଜରଭେସନରେ ରହିବ ସାତ ଦିନ

ଓୟୁଏଟିରେ ଅସୁସ୍ଥ ଅଜଗରର ଚିକିତ୍ସାମେରୁଦଣ୍ଡରେ ଲାଗିଛି ଆଘାତଅବଜରଭେସନରେ ରହିବ ସାତ ଦିନ
ଖୋର୍ଦ୍ଧାରୁ ୧୨ଫୁଟର ଅଜଗର ସାପ ଉଦ୍ଧାର  ଇଂରଜୀ ନାମ ହେଉଛି ଇଂଡଆନ୍ କ୍ ପାଇଥନ୍  ଏହାର ଓଜନ ୧୦ କେଜି  ସାତ ବର୍ଷ ବୟସର ସାପ  ଖୋର୍ଦ୍ଧାରୁ ଗଡଖୋର୍ଦ୍ଧାକୁସଂଯୋଗ ନୂଆ ରାସ୍ତା ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି  ସାପଟି ରାସ୍ତାରେ ଆଘାତ ଅବସ୍ଥାରେ ପଡିରହିଥିଲା  ବନବିଭାଗ ଖବର ପାଇଁ ସାପଟିକୁ ଉଦ୍ଧାର କରିଥିଲା ଅଜଗରଟି ଗଡଖୋର୍ଦ୍ଧା ଗାଁରୁ ବାହାରି ଜଙ୍ଗଲ ଆଡକୁ ଯାଉଥିବା ବେଳେ ସାପଟି ଉପରେ କିଏ ବାଇକ ଚଢାଇ ଦେଇଛି 
ଚିକିତ୍ସା ପାଇଁ ସାପଟିକୁ ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଭର୍ତି କରାଯାଇଥୁଲା  ପରେ ଭୁବନେଶ୍ୱର ଓୟୁଏଟିକୁ ସାପଟିକୁ ଆଣାଯାଇ ଏକ୍ସରେ କରାଯାଇଛି  ଅଜଗରର ମୁଣ୍ଡପାଖରୁ ୪୫ସେଂଟିମିଟର ଦୂରତାରେ କ୍ଷତ ହୋଇଛି  ପିଂଜରା ହାଡ ମଧ୍ୟ ଭାଂଗିଯାଇଛି  ଅଜଗରର ଡିଜିଟାଲ୍ ରେଡିଓଗ୍ରାଫି କରାଯିବ  ସା ଦିନ ଅବଜରଭେସନ୍ ରଖାଯିବ 

Comments