ବଜିେପି,ଭୁବଜେଶ୍ୱର େଲ୍ଲିାର କାର୍ଯୟକାରଣିୀ ଜବଠୈକ



ବଜିେପି,ଭୁବଜେଶ୍ୱର େଲ୍ଲିାର କାର୍ଯୟକାରଣିୀ ଜବଠୈକ

 ଭୁବଜେଶ୍ୱର ତା ୨୯/୦୮ : ସ୍ଥାେୀୟ ସତୟେଗରସ୍ଥିତ ବଲାଇଣ୍ଡ୍ ଆଜସାସିଏସନ୍ ଠାଜର ବଜିେପିଭୁବଜେଶ୍ୱର େଲ୍ଲିାର କାର୍ଯ୍ୟକାରିଣୀ ଜବୈଠକ ସଭାପତିହଜରକୃଷ୍ଣ ଖଣ୍ଟୁ ଆି ଙ୍କ ସଭାପତିତ୍ୱଜର ଅେୁଷ୍ଠିତ ଜହାଇର୍ଯାଇଛି! ଜବଠୈକକୁ ରାେୟ ଉପସଭାପତିତଥା ଭୁବଜେଶ୍ୱର େଲ୍ଲିା ପ୍ରଭାରୀ ଶ୍ରୀର୍ଯୁକ୍ତ ରାେକଜି ାର ଦାସ ପ୍ରଦୀପ ପ୍ରଜ୍ଜ୍ୱଳେ କରିଉଦଘାଟେ କରିଥିଜେ ! ସ୍ୱାଗତ ଭାଷଣଜର ଶ୍ରୀ ଖଣ୍ଟୁ ଆି ଆଗାମୀ ଜପୌର,ବଧିାେସଭା ଓ ଜୋକ ସଭା ପାଇଁଜହବାକୁଥିବା େବି୍ାଚେଜର ଏକ ଜହାଇ କାର୍ଯ୍ୟ କରିବା ପାଇଁକମ୍ୀମାେଙ୍କୁଆହୱାେ ଜଦଇଥିଜେ ! ଅେୟତମ ରାେୟ ଉପସଭାପତିଶ୍ରୀର୍ଯୁକ୍ତ ସମୀର ମହାନ୍ତିଆସନ୍ତା ଜସଜପେମୱର ମାସ ୮ ତାରିଖ ଦେି ଜହବାକୁଥିବା ରାଷ୍ଟ୍ରିୟ ସଭାପତିଶ୍ରୀର୍ଯୁକ୍ତ ଅମିତ୍ ାହାଙ୍କ ଦ୍ୱାରା ଭୁବଜେଶ୍ୱରର ତୃଣମୂଳ ସ୍ତରଜର ଥିବା କମ୍ୀ ସମ୍ମିଳେୀଜର ଜର୍ଯାଗଦାେର ଖସଡା ପ୍ରସ୍ତୁତିସମ୍ପକ୍ଜର ଆଜୋକପାତ କରିଥିଜେ ! କାର୍ଯ୍ୟକାରିଣୀଜର ସ୍ଥାେୀୟ ସମସୟା ଜର୍ଯପରି ଜସ୍ୱଜରେ ୋଇେର ଅବୟବସ୍ଥା, ବସ୍ତିବାସିନ୍ଦାଙ୍କ ଥଇଥାେ, ପକ୍କାଘର ବଣ୍ଟେଜର ଅେିୟମିତତା ସମ୍ପକ୍ଜର ପ୍ରସ୍ତାବ ଆଗତ ଜହାଇଥିୋ ! ଭୁବଜେଶ୍ୱର ମହାେଗର େିଗମ ଦ୍ୱାରା ପରିବହେ ଜେତ୍ରଜର ଜହାଇଥିବା ବୟାପକ ଦୁେତିିଓ ଜକନ୍ଦ୍ର ସରକାରଙ୍କ ଠାରୁ ମିଳଥିିବା ଅଥ୍ର ଜହରାଜପରିକରିେେସାଧାରଣଙ୍କୁସମସ୍ତ ସୁଖସୁବଧିା ଠାରୁଦୂରଜର ରଖଥିୁବା ଏହିରାେୟ ସରକାରଙ୍କୁବଜିରାଧକରିଭୁବଜେଶ୍ୱର େଲ୍ଲିା ଆଗାମିଦେିଜର ରାେୟରାସ୍ତାକୁ ଓହ୍ଲାଇବ ଜବାେି ଏହି କାର୍ଯ୍ୟକାରିଣୀଜର ସରକାରଙ୍କୁଜଚଜତଇ ଜଦଇଥିୋ ! କାର୍ଯ୍ୟକାରିଣୀକୁ ରାେୟ ସାଧାରଣ ସମ୍ପାଦକ ପୃଥୱୀରାେ ହରିଚନ୍ଦେ ସମାଜରାପ କରିଥିବା ଜବଜଳ କିପରି ଜକନ୍ଦ୍ର ସରକାରଙ୍କ ଜୋକହିତକାରୀ ଜର୍ଯାେୋଗୁଡକିୁ ସବ୍ସାଧାରଣଙ୍କ େିକଟତର କରାଇବା ଏବଂ ରାେୟ ସରକାରଙ୍କ ବିଫଳତା ଗୁଡକିୁ େେସାଧାରଣଙ୍କୁଅବଗତ କରାଇବା ପାଇଁକମ୍ୀମାେଙ୍କୁଆହୱାେ ଜଦଇଥିଜେ ! ମିତ୍ ାହାଙ୍କ ଭୁବଜେଶ୍ୱର ଗସ୍ତକୁସଫଳ କରବିା ପାଇଁ େିଲ୍ଲା ସଭାପତି କମ୍ୀମାେଙ୍କ େିକଟଜର ଆସ୍ଥା ପ୍ରକଟ କରିଥିଜେ !ଏହିଜବଠୈକଜର ରାେୟ ମୁଖପାତ୍ର ଦଲ୍ଲିୀପ ମହାନ୍ତ,ିସୁଦପ୍ତି ରାୟ, ରାେୟ କାର୍ଯ୍ୟକାରିଣୀ ସଦସୟ େଗନ୍ନାଥ ପ୍ରଧାେ, ଅମୀୟଦା , ବିଜେପି ବାର୍ତ୍୍ାର ମୁଖୟ ସମ୍ପାଦକ ଅଧ୍ୟାପକ ପୂର୍ଣ୍୍ଚନ୍ଦ୍ର ମଲ୍ଲିକ, ରାେୟ ର୍ଯୁବଜମାର୍ଚ୍୍ା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜେ ବଡଜେୋ ପ୍ରମୁଖ ଉପସ୍ଥିତ ରହଥିବା ଜବଜଳ ି େଲ୍ଲିା ସାଧାରଣ ସମ୍ପାଦକ ସୁସାନ୍ତ ସାବତ ଅତିଥି ପରିଚୟ କରିଥିଜେ ! ଅେୟତମ େିଲ୍ଲା ସାଧାରଣ ସମ୍ପାଦକ ଦ୍ୱୟ ବଭିାସ ଜସେଗୁପ୍ତ ଓ ସଂଗ୍ରାମ ୋୟକ ଅତିଥି ପରିଚୟ କରିବା ସହତି ପୁଷ୍ପଗୁଛ ଜଦଇ ଅତଥିିମାେଙ୍କୁସ୍ୱାଗତ କରିଥିଜେ ! ଜ ଷଜର େିଲ୍ଲା ଉପସଭାପତି କାଳିପ୍ରସାଦ ମିଶ୍ର ଜବଠୈକକୁଧେୟବାଦ ଅପ୍ଣ କରିଥିଜେ ! ଏହି ଜବୈଠକଜର େିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍୍ା ଓ ପଦାଧିକାରୀ ଓ ସମସ୍ତ ମଣ୍ଡଳ ସଭାପତି ଏବଂ ସାଧାରଣ ସମ୍ପାଦକମାଜେ ଉପସ୍ଥିତ ରହି ଥିଜେ !





Comments

Popular posts from this blog

OSCB seeks Government grants to maintain its banking status but the Board members and MD are making pleasure trips.

Ministry of Human Resource Development, Ministry of Information and Broadcasting and Ministry of Textile jointly observes 3rd National Handloom Day