bjp pakhya mukhyamantri_kushaputtalika_daha_
ବମିଖାଲ ଓଭରବ୍ରଜ୍ି ଭାଙ୍ଗିବା ଘଟଣାକୁବରିରାଧ କରିବରିେପିପକ୍ଷରୁ ମଖୁ ୟମନ୍ତ୍ରୀଙ୍କ କୁଶପୁତ୍ତଳକିା ଦାହ
ଭୁବନେଶ୍ୱର
ତା ୧୨/୦୯ : ଆଜିବନିଜପିଭୁବନେଶ୍ୱର ଜଲ୍ଲିା ତରଫରୁଅପରାହ୍ନ ୪
ଘଟିକା ସମୟନର ବମିଖାଲ ଓଭରବ୍ରଜ୍ି ଭାଙ୍ଗିବା ଘଟଣାକୁବନିରାଧ କରିମୁଖୟମନ୍ତ୍ରୀ େବୀେ ପଟ୍ଟୋୟକଙ୍କ କୁଶପତ୍ତୁଳକିା ଦାହ କରିବା ସହ ଘଟଣାର େିରନପକ୍ଷ ତଦନ୍ତ କରିବା େିମନନ୍ତ ତଦନ୍ତ ଭାର ସିବିଆଇକୁହସ୍ତାନ୍ତର କରବିାକୁଦାବିକରାଯାଇଅଛି!
ପୂତ୍ତତ ବଭିାଗର ଅବନହଳା କାରଣରୁ ରାଜୟନର ବାରମବାର ଏହଭିଳି ଦୁଘତଟଣା ମାେ ଘଟଚିାଲିଛି! ନତଣୁେଜିର ସ୍ୱସ୍ଥତା ପ୍ରମାଣ କରବିା ପାଇଁମୁଖୟମନ୍ତ୍ରୀ େଜି ପଦରୁଇସ୍ତଫା ଦଅିନ୍ତୁନବାଲିବନିଜପିଭୁବନେଶ୍ୱର ଜଲ୍ଲିା ଦାବିକରଅିଛି!ଶାସକ ଦଳର କଛିିମନ୍ତ୍ରୀ ତଥା ଦଳର ପବତତେ ମନ୍ତ୍ରୀ ଓ
ଠକିାସଂସ୍ଥା
ମାେଙ୍କ ସହ ମଧୁଚନ୍ଦ୍ରକିା କଥା ସାଧାରଣନର ଆନଲାଚୋର ବଷିୟ ପାଲିଟଛିି! ନତଣୁ ଯଥା ଶୀଘ୍ର ପୂତ୍ତତବଭିାଗର ସଚବି ତାଙ୍କ ସହତି ସମ୍ପକ୍ତୃ ପବତତେ ମନ୍ତ୍ରୀଙ୍କୁଗିରଫ େକରାଗନଲ ଆଗାମୀ ଦେିନର ବନିଜପିଏହିଆନଦାଳେକୁଆହୁରିତବ୍ରି କରବି ନବାଲିନଚନତଇ ନଦଇଛି!ଏହିକାଯତୟକମତ ବନିଜପିଭୁବନେଶ୍ୱର ଜଲ୍ଲିା ସଭାପତିହନରକୃଷ୍ଣ ଖଣ୍ଟୁ ଆି ଙ୍କ ନେତୃତ୍ୱନର ନହାଇଥିବା ନବନଳ ମଧ୍ୟ େିବତାଚେ ମଣ୍ଡଳୀର ବିଧାୟକ ପ୍ରାଥତୀ ଜଗନ୍ନାଥ ପ୍ରଧାେ ,ଏକାମ୍ର େିବତାଚେ ମଣ୍ଡଳୀର ବିଧାୟକ ପ୍ରାଥତୀ ଅମିୟ ଦାଶ ,ଯୁବନମାର୍ଚ୍ତା ପ୍ରଭାରୀ ସଂଗ୍ରାମ ନକଶରୀ ପାଇକରାୟ,ରାଜୟ ଯୁବନମାର୍ଚ୍ତା ସାଧାରଣ ସମ୍ପାଦକ ବଶ୍ୱିରଞ୍ଜେ ବଡନଜୋ , କନପାତନରଟର ସୁନରଶ ଚନ୍ଦ୍ର ନଜୋ, ଜଲ୍ଲିା ସାଧାରଣ ସମ୍ପାଦକ ବଭିାସ ନସେଗୁପ୍ତ,ଶୁସାନ୍ତ ସାବତ, ସଂଗ୍ରାମ ନକଶରୀ ୋୟକ, ସମ୍ପାଦକ ଅଚୁୟତାେଦ ରଣଜତ୍ି, ଅମନରନ୍ଦ୍ର ଗରାବଡୁ, ଯୁବନମାର୍ଚ୍ତା ସଭାପତିନଦବାଶଷି ୋୟକ, ମଣ୍ଡଳ ସଭାପତିସନନ୍ତାଷ କୁମାର ନଜୋ,ମନୋରଞ୍ଜେ ସ୍ୱାଇଁ, ମାେସୀମଞ୍ଜରୀ ରାୟ, ସମନରଶ ନବଉରା, ସଂଖୟାଲଘୁନମାର୍ଚ୍ତା ସଭାପତିନଶଖ୍ ନରହମତ୍, ଅେୁସୂ ଚତି ନମାର୍ଚ୍ତା ସଭାପତିଅନଶାକ ନସଠୀ, ମହିଳା ନମାର୍ଚ୍ତା ସାଧାରଣ ସମ୍ପାଦିକା ମଦାକିେୀ ପାତ୍ର ପ୍ରମୁଖଙ୍କ ସନମତ ଜଲ୍ଲିାର ସମସ୍ତ ପଦାଧିକାରିମାନେ ଉପସ୍ଥିତ ରହିଥିନଲ !
Comments
Post a Comment