bjp_demonstrate_program_flyover_bridge_collapsed

ବମିଖାଲ ଓଭରବ୍ରଜ୍ି ଭୁଶୁଡବିା ଘଟଣାରର ବରିେପିତରଫରୁଆରଦାଳନ ରଘାଷଣା

ଭୁବନେଶ୍ୱର ତା ୧୧/୦୯: ବନିେପିଭୁବନେଶ୍ୱର େଲ୍ଲିା ସଭାପତିହନରକୃଷ୍ଣ ଖଣ୍ଟୁଆି ଙ୍କ ସଭାପତିତ୍ୱନର ଆେିଅେୁଷ୍ଠିତ ନବଠୈକନର ବମିଖାଲ ଓଭରବ୍ରେିନର ନହାଇଥିବା ଚରମ ଅବନହଳା, ମାେବକୃତୟ ତଥା ହୃଦୟ ବିଦାରକ ଘଟଣା ପାଇଁ ବନିେପି, ଭୁବନେଶ୍ୱର େଲ୍ଲିା ନଘାର େନ୍ଦିା କରବିା ସହିତ ଦୁଘଘଟଣାନର ମତୃ କଙ୍କ ପରବିାରକୁସମନବଦୋ େଣାଇ ଆହତ ମାେଙ୍କର ଆଶୁଆନରାଗ୍ୟ କାମୋ କରଛିି! ଏହିଘଟଣାର ସତୟତା ପ୍ରମାଣ ନଦାଶୀକୁଉପଯୁକ୍ତ ଦଣ୍ଡ ବଧିାେ କରବିା ପାଇଁଆସନ୍ତାକାଲିଅପରାହ୍ନ ୪ ଘଟକିା ସମୟନର ବନିେପିଭୁବନେଶ୍ୱର େଲ୍ଲିା ତରଫରୁ ଏକ ବନଷାଭ ପଦଶଘେ କରିବା ପାଇଁ ି ଭୁବନେଶ୍ୱର େଲ୍ଲିାର ନେତୃବୃନ୍ଦମାନେ େଷ୍ପିତ୍ତିଗ୍ରହଣ କରଛିନ୍ତି!ପ ୂତ୍ତଘ ବଭିାଗ୍ଟିନଖାଦ ମୁଖୟମନ୍ତ୍ରୀଙ୍କ ଦାୟିତ୍ୱନର ଥିବା ନହତୁ ମଖୁ ୟମନ୍ତ୍ରୀ ତାଙ୍କର ସ୍ୱଚ୍ଛତା ପ୍ରମାଣ କରବିା ପାଇଁ ସବିଆି ଇକୁ ଘଟଣାଟରି େରିନପଷ ତଦନ୍ତ ଦାବକିରିବନିେପିତରଫରୁବନିଷାଭ ଆନୟାେେ କରାଯାଇଅଛି ! ଏହି ନବୈଠକନର େିଲ୍ଲା ମଣ୍ଡଳର ସମସ୍ତ ପଦାଧିକାରୀଙ୍କ ସନମତ ରାେୟ ଉପସଭାପତି ସମୀର ମହାନ୍ତି, ରାେୟ କାଯଘୟକାରଣିୀ ସଦସୟ େଗ୍ନ୍ନାଥ ପ୍ରଧାେ, ଅମୟି ଦାଶ,ସଂଗ୍ରାମ ନକଶରିପାଇକରାୟ, ଯୁବନମାର୍ଚ୍ଘା ସାଧାରଣ ସମ୍ପାଦକ ବିଶ୍ୱରଞ୍ଜେ ବଡନେୋ,ସମସ୍ତ ନମାର୍ଚ୍ଘାର ସଭାପତି ପଦାଧିକାରୀ ମାନେ ଉପସ୍ଥିତ ରହିଆସନ୍ତାକାଲିନହବାକୁଥିବା କାଯଘୟକମଘକୁସଫଲ କରବିା ପାଇଁସହମତିପ୍ରକାଶ କରଥିିନଲ ନବାଲିେଲ୍ଲିା ମିଡଆି ନସଲ୍ ପ୍ରଭାରିଅଚୁୟତାେନ୍ଦ ରଣେତ୍ି ପ୍ରକାଶ କରଛିନ୍ତି!

Comments

Popular posts from this blog

Peoples Forum

ଏକ ପାଖିଆ ଖବର ଶୁଣି ହଇରାଣ କରୁଛି ପୁରୀ ମ୍ୟୁନିସିପାଲିଟି, ରଖୁନି ଆବେଦନ