PNG Minister Dharmendra Pradhan on mishrana Parba at Bhadrak

ଭȁକେର ବିେଜପିେର ମିଶିେଲ ଶତାଧିକ କଂେDzସ େନତା ଓ କମƽୀ
ଭୁବେନƤରେର ବସି ଅମିତ ଶାହାŋ 120 ଆସନର

ସମାେଲାଚନା କରୁଥିବା ଶାସକ ଦଳର େନତାମାେନ ତୃଣମୂଳ ̦ତି ବୁଝିନାହା˺-ଧେମƽƄ Ȅଧାନ
ଭȁକ ବȲକର ପୂବƽତନ େଚୟାରମȻାନ ଭାƯର ସାହୁ ତଥା କଂେDzସର ଶତାଧିକ Ƴାନୀୟ େନତା ଓ କମƽୀ ŋ
େଯାଗଦାନ
ଗତ 3 ବଷƽେର Ȅଧାନମsୀ ନେରƄ େମାଦି ଓଡିଶାକୁ ଗରିବ କଲȻାଣ େଯାଜନାର Ȅେୟାଗଶାଳା କରିଛ˺
ନବୀନ ପŝନାୟକŋ ସରକାର Ƴାଣୁତା, ଅପାରଗତା, କାରଣରୁ ବିକାଶ ପାଇଁ ଉପଲƒ ସୁବିଧାକୁ ଉଚିତ
େଲାକŋ ପାଖେର ପହଁřାଇବାେର ସƓୂ̀ ବିଫଳ
ରାଜȻେର େପାଲ ଓ ଫȲାଏ ଓଭରବିȱଜ ଭୁଷୁଡିବା ପଛେର ପିସି କାରବାର
ପřାୟତ ନିବƽାଚନ ଫଳାଫଳ ରାଜȻେର ବଡପରିବତƽନର ପୂବƽ ସୂଚନା
ଭୁବେନƤର, 28 େସେପȡƖର-ଅମିǘ ଶାହŋର 120 ଆସନକୁ ଅବାƱବ କହୁଥିବା ଭୁବେନƤରେର
ବସିଥିବା ବିେଜଡି େନତାମାେନ ଓଡ଼ିଶାର ଜିଲȲା ଜିଲȲା ମାନŋେର ବଦଳୁଥିବା ̦ତିକୁ ପଢିପାରି ନାହା˺
େବାଲି ଭȁକଠାେର ଆେୟାଜିତ ମିȎଣ ପବƽେର ଉଦେବାଧନ େଦଇ େକƄ େପେǺାଲିୟମ ଓ ଦŁତା
ବିକାଶ ମsୀ ଧେମƽƄ Ȅଧାନ କହିଛ˺ ।
କଂେDzସ େନତା ତଥା ଭȁକ ବȲକର ପୂବƽତନ େଚୟାରମȻାନ ଭାƯର ସାହୁ ତଥା କଂେDzସର ଶତାଧିକ
Ƴାନୀୟ େନତା ଓ କମƽୀ େଯାଗେଦବା ଅବସରେର ରାଜȻେର ନବୀନ ପŝନାୟକŋ 17 ବଷƽର ଶାସନ
କାଳେର ରାଜȻର ସାଧାରଣ େଲାକମାେନ େସମାନŋ ହକ ପାଇବାରୁ ବřିତ େହାଇଛ˺ େବାଲି Ȏୀ Ȅଧାନ
ଏହି ମିȎଣ ପବƽେର କହିଛ˺ ।
Ȏୀ Ȅଧାନ କହିଛ˺ େଯ, ଗତ 3 ବଷƽେର Ȅଧାନମsୀ ନେରƄ େମାଦି ଓଡିଶାକୁ ଗରିବ କଲȻାଣ
େଯାଜନାର Ȅେୟାଗଶାଳା କରିଛ˺ । ମାǿ ନବୀନ ପŝନାୟକŋ ସରକାର Ƴାଣୁତା, ଅପାରଗତା,
କାରଣରୁ ବିକାଶ ପାଇଁ ଉପଲƒ ସୁବିଧାକୁ ଉଚିତ େଲାକŋ ପାଖେର ପହଁřାଇବାେର ସƓୂ̀ ବିଫଳ
େହାଇଛ˺ ।
େଲାକମାନŋୁ ମିଳୁଥିବା ଟ ̨କିଆ ଚାଉଳେର େକƄ ସରକାର 29 ଟŋା େଦଉଥିବା େବେଳ ରାଜȻ
ସରକାର ମାǿ 2 ଟŋା େଦଇ ଟ ̨କିଆ ଚାଉଳର ସƓୂ̀ େȎୟ େନବାକୁ ଚାହଁୁଛି । ମାǿ Ȅକୃତ

ହିତାଧିକାରୀ ପାଖେର େଯାଜନାର ଲାଭ ନ ପହଁřି ଦଳୀୟ ଆଧାରେର ଗରିବŋ ପରିବେତƽ େନତାŋ
ମsୀŋ େଲାକମାନŋୁ େଯାଜନାର ଲାଭ ଦିଆଯାଉଛି ।
ପୂବƽରୁ ଗରିବŋ ମୁŢ ଉପେର ପļାଘର ପାଇଁ 75 ହଜାର ଟŋା ବଦଳେର 1 ଲŁ 20 ହଜାର ଟŋାକୁ
ବୃŶି କରାଯାଇଛି । େଦଶର 4 େକାଟି ଘେର ବିଜୁଳି ନଥିବା େବେଳ ଓଡିଶାେର 40 ଲŁ ପରିବାରେର
ବିଜୁଳି ପହଁřିନାହǂ । 2018 ମସିହା ସରିବା ପୂବƽରୁ ସମƱŋ ଘେର ବିଜୁଳି ପହଁřାଇବା ପାଇଁ େମାଦି
ବȻୟ ବରାଦ କରିଛ˺ । 17 ବଷƽ ଶାସନେର 1 େକାଟିରୁ 40 ଲŁ ଘେର ବିଜୁଳି ନପହଁřିବା କି
ସଫଳତା େବାଲି Ȏୀ Ȅଧାନ ȄଶȪ କରିଛ˺ ।
ଗରିବŋ ଘେର ପାଇଖାନା ଓ େରାଷାଇ ଗȻାସ ପହଁřାଇେଲ କି ବଡ କାମ େବାଲି ବିେଜଡି େନତାମାେନ
ȄଶȪ କରୁଛ˺ । Łମତାର େମାହେର ଅƆ େହେଲ ଘରର ମହିଳା େଶୗଚ େହବାପାଇଁ ସୂଯƽȻାƱ ପଯƽȻŽ
ଅେପŁା କରିବା ଓ ଚୁଲି ଧୂଆଁେର ଆଖି ଜଳିବା କƨ ବିେଜଡି େନତାŋୁ ବୁଝା ପଡିବ ନାହǂ େବାଲି Ȏୀ
Ȅଧାନ କହିଛ˺ ।
ଅପରପŁେର ରାଜȻେର େପାଲ ଓ ଫȲାଏ ଓଭରବିȱଜ ଭୁଷୁଡିବା ପଛେର ପିସି କାରବାର ଅଛି ନା ନାହǂ
େବାଲି େସ ȄଶȪ କରିଛ˺ ।
ପřାୟତ ନିବƽାଚନ ଫଳାଫଳ ରାଜȻେର ବଡପରିବତƽନର ପୂବƽସୂଚନା େବାଲି କହି ବିେଜପିର ନୂଆ ଓ
ପୁରୁଣା କାଯƽȻକ̓ା ମାେନ ଜନତାŋର ଆଶା ଆŁାŎȻା ପୂରଣ କରିବା ପାଇଁ ସଂଘଷƽ କରିବା ପାଇଁ
ଆହȴାନ ଜଣାଇଛ˺ ।
ଏହି ଅବସରେର ଭାƯର ସାହୁŋ ସେମତ Ƴାନୀୟ କଂେDzସ େନତା େସୗେମƄ କୁମାର ଦାସ, ସେŽାଷ
ମହା˺, ପƼାଦ ସାହୁ, ଯୁବ କଂେDzସର ପୂବƽତନ ସାଧାରଣ ସƓାଦକ ସୁȆତ କୁମାର ପାଳ, େସକ
ଜାଫର, େସକ ଜାହିର ଇସଲାମ, େସକ ସଲାମ, େସକ ଆƼାଉŶିନ, େସକ କେଲମ Ȅମୁଖ ବିେଜପିେର

ସାମିଲ େହାଇଥିେଲ ।


Comments

Popular posts from this blog

Peoples Forum